This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଂଚିଲା ନୂଆଁଧାନ ବା ସରିଆ ଧାନ
Sambalpur M, Sambalpur | Aug 24, 2025
ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଂଚିଲା ନୂଆଁଧାନ ବା ସରିଆ ଧାନ l ମାଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳରୁ ଆସିଛି ମୁଖ୍ୟ ପୂଜକଙ୍କ ନିକଟକୁ l ଆଜି ଦିନ ପ୍ରାୟ 11 ଟା ସମୟରେ ମାଁ ସମଲେଶ୍ୱରଙ୍କ ନିକଟକୁ ବଲବସପୁର ରୁ ନୂତନ ଧାନ ମାଁ ଙ୍କ ନିକଟକୁ ଆସିଛି l ଏହି ନୂଆଁ ଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରି ନବାନ୍ନ ପ୍ରସ୍ତୁତ କରିଥାନ୍ତି l ତେବେ 60 ଦିନରେ ହେଉଥିବା ଏହି ସ୍ୱତନ୍ତ୍ର ଧାନ ପାଇଁ ସୁବାଷ ବେହେରାଙ୍କ ପରିବାର ବହୁ ପୂର୍ବରୁ ଚାଷରେ ଲାଗିପଡିଥାନ୍ତି l ଆସନ୍ତା 28 ତାର