Download Now Banner

This browser does not support the video element.

ବଡମ୍ବା: ଭୀଷଣ କାଳବୈଶାଖୀ ପ୍ରଭାବରେ ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ବେଲିଆପାଳ ନିକଟରେ ରାସ୍ତା ଅବରୋଧ

Badamba, Cuttack | Apr 28, 2025
କଟକ ବଡ଼ମ୍ବାରେ ରାତ୍ରିରେ କାଳବୈଶାଖୀ ପ୍ରଭାବ। ଭୀଷଣ କାଳବୈଶାଖୀ ପ୍ରଭାବରେ ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ର ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବେଲିଆପାଳ ଛକ ନିକଟରେ ଉପୁଡି ପଡିଲା ଆମ୍ବ ଗଛ। ଏହା ଯୋଗୁ ବଡମ୍ବା ନରସିଂହପୁର କୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାସ୍ତା ର ଉଭୟ ପାର୍ଶ୍ଵ ରେ ଅଟକି ରହିଛି ଶହ ଶହ ଗାଡି। ବଡମ୍ବା ଓ ବାଲିଝରି ଅଗ୍ନିଶମ ବାହିନୀ ପହଁଚି ରାସ୍ତା ଉପରୁ ଗଛ କୁ ହଟାଇ ବାକୁ ଉଦ୍ୟମ ଚାଲିଛି।
Read More News
T & CPrivacy PolicyContact Us