This browser does not support the video element.
କଟକ ପୌରାଞ୍ଚଳ: କଟକ ସ୍ଥିତ ରଘୁନାଥଜୀଉ ମହାବିଦ୍ୟାଳୟ ଠାରେ, ସ୍ୱାବଲମ୍ବୀ ଭାରତ ଅଭିଯାନ ପକ୍ଷରୁ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଟିତ
Cuttack M Corp PS, Cuttack | Sep 3, 2025
ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ କାର୍ଯ୍ୟକ୍ରମ ରେ ଯୋଗଦେଲେ କଟକ ସଦର ବିଧାୟକ। ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ କଟକ ସ୍ଥିତ ରଘୁନାଥଜୀଉ ମହାବିଦ୍ୟାଳୟ ଠାରେ, ସ୍ୱାବଲମ୍ବୀ ଭାରତ ଅଭିଯାନ ପକ୍ଷରୁ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉପସ୍ଥିତ ରହିଥିଲେ। ଯୋଗଦେଇ, ଆଜିର ଛାତ୍ରଛାତ୍ରୀ ମାନେ ସ୍ୱାବଲମ୍ବନ ହୋଇ ପ୍ରଗତୀଶୀଳ ରାଷ୍ଟ୍ରରେ କିଭଳି ନିଜକୁ ଭାଗୀଦାରୀ କରିପାରିବେ ସେ ସମ୍ପର୍କରେ ଅବଗତ କରାଇଥିଲେ।