Download Now Banner

This browser does not support the video element.

କୋରେଇ: ପାଣିକୋଇଲି ଅମୃତିଆ ରାସ୍ତାର ବିଦ୍ୟା କଲେଜ ବୁଲାଣି ନିକଟରେ ଅଟୋ ସହ ବାଇକ ଧକ୍କା, ଆରୋହୀ ଗୁରୁତର

Korai, Jajpur | Aug 26, 2025
ପାଣିକୋଇଲି ଅମୃତିଆ ରାସ୍ତାର ବିଦ୍ୟା କଲେଜ ବୁଲାଣି ନିକଟରେ ଅଟୋ ସହ ବାଇକ ଧକ୍କା,ବାଇକ ଆରୋହୀ ଗୁରୁତର l ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ବାଇକରେ ଅମୃତିଆ ରାସ୍ତା ଦେଇ ଆସୁଥିଲେ l ହଠାତ ଏକ ଅଟୋ ଗାଡି ଅପରପକ୍ଷରୁ ଆସି ବାଇକକୁ ଧକ୍କା ଦେଇ ଯାଇଥିଲା l ଫଳରେ ବାଇକ ଚାଳକ ଖୋପାଡ଼ି ହେଇ ଗୁରୁତର ହେଇଯାଇଥିଲେ l ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଘଟଣାର ସ୍ଥଳରେ ପହଂଚି ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ l
Read More News
T & CPrivacy PolicyContact Us