Download Now Banner

This browser does not support the video element.

ଝାରସୁଗୁଡା: ଏସପିଙ୍କ କାର୍ଯ୍ୟାଳୟଠାରେ ଆସନ୍ତା ୧୭ତାରିଖରେ ହେବାକୁ ଥିବା ମହରମକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Jharsuguda, Jharsuguda | Jul 16, 2024
ଆଜି ଝାରସୁଗୁଡ଼ା ଏସ.ପି.ଙ୍କ କାର୍ଯ୍ୟାଳୟଠାରେ ଆସନ୍ତା ୧୭ତାରିଖରେ ହେବାକୁ ଥିବା ମହରମକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶାନ୍ତିପୂର୍ଣ୍ଣ ଭାବେ କିଭଳି ପାଳନ କରିହେବ ତାହାକୁ ନେଇ ସୂଚନା ପ୍ରଦାନ କରିଥିଲେ ଏସ.ପି.। ଝାରସୁଗୁଡା ଜିଲ୍ଲାରେ ୮ଟି ସ୍ଥାନରେ ତାଜିଆ ଯାତ୍ରା ହେବ ଏବଂ ଏହାକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ବୋଲି ଏସ.ପି. ସୂଚନା ଦେଇଥିଲେ।
Read More News
T & CPrivacy PolicyContact Us