Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ବିଦ୍ୟୁତ ବିଭାଗର ନୂତନ ଦୁର୍ଗା ମଣ୍ଡପର ଉଦଘାଟନ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

Titlagarh, Balangir | Sep 2, 2025
ଟିଟିଲାଗଡ଼ - ମଙ୍ଗଳବାର ଦିନ ଅପରାହ୍ନ ଗୋଟାଏ ସମୟରେ ଟିଟିଲାଗଡ଼ ବିଦ୍ୟୁତ ବିଭାଗର ନୂତନ ଦୁର୍ଗା ମଣ୍ଡପର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ କର କମଳରେ ନଡ଼ିଆ ବାଡେଇ ଉଦଘାଟନ କରିଥିଲେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି। ପ୍ରଥମେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜ୍ୟସଭା ସାଂସଦ ପ୍ରତିନିଧି ଶ୍ରୀ ରମେଶ ଅଗ୍ରୱାଲ, ବିଦ୍ୟୁତ ବିଭାଗର ରଞ୍ଜିତ କୁମାର ଲେଙ୍କା, ମନୋଜ ପଟ୍ଟନାୟକ, ଅମ୍ଳାନ ନାୟକ
Read More News
T & CPrivacy PolicyContact Us