This browser does not support the video element.
ତଲସରା: ଛାମୁଣ୍ଡା ଗ୍ରାମରେ ପୁର୍ବତନ ବ୍ଳକ ଅଧ୍ୟକ୍ଷା ଙ୍କୁ ହତ୍ୟା ଧମକ ବଡ଼ଗାଁ ଥାନା ରେ ଅଭିଯୋଗ
Talasara, Sundargarh | Sep 2, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ପୁର୍ବତନ ବ୍ଳକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ମିଞ୍ଜ ଙ୍କୁ ସେହି ଗାଁର ଜଣେ ମଦ ବେପାରୀ ହତ୍ୟା ଧମକ ଦେଇଥିବା ସମ୍ପର୍କରେ ବଡ଼ଗାଁ ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟ ଯେ ମଦ ବେପାରୀ ପୁଷ୍ପାଞ୍ଜଳି ବଡ଼ଗାଁ ଥାନା ରେ ତାଙ୍କ ସମ୍ପର୍କରେ ବଡ଼ଗାଁ ଥାନା ରେ ସୂଚନା ଦେଉଥିବା ସନ୍ଦେହ ରେ ହତ୍ୟା ଧମକ ଦେଇଥିବା ପ୍ରକାଶ।