Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ ହୋଟେଲ ନିୟୁ ମାରିଅନ ରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରେସମିଟ

Bhubaneswar M Corp, Khordha | Sep 11, 2025
ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀ। ନୀଳଗିରି ବିଧାୟକ ଲେଖାଶ୍ରୀଙ୍କ ବିରୋଧରେ ଅରୁଚିକର, ଅଭଦ୍ର ମନ୍ତବ୍ୟ ଦେଇଥିଲେ। ଯାହା ସମଗ୍ର ନାରୀ ଜାତିକୁ ଅସମ୍ମାନୀତ କରିଥିଲା। ଏତଲା ଦିଆଯାଇଥିଲା ଥାନାରେ। ଡିଜି ଓ ସବୁ ଫୋରମରେ ଅଭିଯୋଗ କରାଯାଇଛି। ରାଜ୍ୟ ଓ ରାଷ୍ଟ୍ରୀୟ ମହିଳା ଆୟୋଗ ଯାଇଥିଲେ ଲେଖାଶ୍ରୀ। ଏହି ମନ୍ତବ୍ୟ ଯୋଗୁ ସ୍ୱୀକାର କରି କ୍ଷମା ମାଗିବା ଦାବି ଥିଲା। କିନ୍ତୁ ପୋଲିସ କିମ୍ବା ସରକାର କିଛି ପଦକ୍ଷେପ ନେଲେ ନାହିଁ। ମହିଳା ଆୟୋଗ ମଧ୍ୟ କିଛି ପଦକ୍ଷେପ ନେଇ ନାହାନ୍ତି।
Read More News
T & CPrivacy PolicyContact Us