Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଲଭଣ୍ଡାର ଖୋଲା ରହିଛି 24ଟି ସୁଇସ ଗେଟ

Sambalpur M, Sambalpur | Sep 6, 2025
ହୀରାକୁଦ ଜଲଭଣ୍ଡାର ଖୋଲା ରହିଛି 24ଟି ସୁଇସ ଗେଟ l ଆଜି ସକାଳ 9 ଟା ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାର ରେ ଜଳସ୍ତର 626.35ଫୁଟ ରହିଛି l ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ 3ଲକ୍ଷ 85 ହଜାର 975କ୍ୟୁସେକ ଜଳ ପ୍ରବେଶ କରୁଛି l ସେହିପରି ଜଲଭଣ୍ଡାର ରୁ ପ୍ରତି ସେକେଣ୍ଡ ରେ 4 ଲକ୍ଷ 24 ହଜାର 90କ୍ୟୁସେକ ଜଳ ନିଷ୍କାସନ କରାଯାଉଛି l
Read More News
T & CPrivacy PolicyContact Us