Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମୋବାଇଲ ୟୁନିଟ ଦ୍ୱାରା ପଟିଆ ଇଞ୍ଜଣାରୁ 500ଲିଟର ଦେଶୀ ମଦ ସହିତ ଅଭିଯୁକ୍ତ ଗିରଫ ନେଇ ଅବକାରୀ ଥାନାରେ ଏକ୍ସସାଇଜ ସୁପରୀଟେଣ୍ଡ ଦେଲେ ସୂଚନା
Bhubaneswar M Corp, Khordha | Sep 30, 2025
ମୋବାଇଲ୍ ୟୁନିଟ୍ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଇଞ୍ଜଣା ଗ୍ରାମ ନିକଟରେ ମଦ ପରିବହନ କରୁଥିବା ସମୟରେ 500 ଲିଟର ଆଇଡିଏଲ୍ ଏବଂ ଏକ ମାରୁତି ଅଲ୍ଟୋ କାର ଯବଦ ହୋଇଛି। ଏହି ସମ୍ପର୍କରେ ବିଶ୍ୱଜିତ ଭୋଇ(ବୟସ - 23 ବର୍ଷ) ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟକୁ ପଠାଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!