This browser does not support the video element.
ଫୁଲବାଣୀ ସହର: କୁଟ୍ରିଖୋଲ ଛକରୁ ପୋଲିସ ଗଂଜେଇ ସହ ଏକ ଦେଶୀ ବନ୍ଧୁକ ଧରିବା ସହ ଦୁଇ ଜଣ ଙ୍କୁ ଗିରଫ କରିଅଛି.
Phulabani Town, Kandhamal | Sep 9, 2025
କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୂକାରୀ ପ୍ରଜ୍ଞା ରୀତମ୍ଭରା କରଙ୍କ ତତ୍ତ୍ୱାବଧାନରେ ଏସ. ଆଇ. ଅବନୀ ପ୍ରଧାନ , ତାଙ୍କ ସହକର୍ମୀ ମିଲିତରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଆଜି ଟିକାବାଲି ବ୍ଲକ୍ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ କୁଟ୍ରିଖୋଲ ଛକଠାରେ ଗଞ୍ଜେଇ ଓ ଦେଶୀ ବନ୍ଧୁକ ସହିତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଟିକାବାଲି ତହସିଲଦାର ହରିସ୍ ଶୃନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତରେ ଗଞ୍ଜେଇ ଓଜନ କଲାପରେ ୪୦ କିଲୋ ହୋଇଥିବା ଜଣାପଡିଛି Iଅଭିଯୁକ୍ତ ଦୁହେଁ କୁଟ୍ରିଖୋଲ ଗ୍ରାମର ନାମ ଦିଲିପ କହଁର, , ସୁନିଲ କହଁର, ବୋଲି ଜଣା ପଡିଛି I