Download Now Banner

This browser does not support the video element.

ଦେବଗଡ: କାଉଁଶିତଇଳା ଗ୍ରାମରେ ବିଦ୍ୟୁତ ସଂଷ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ

Debagarh, Debagarh (Deogarh) | Oct 8, 2025
ଦେବଗଡ ବନଖଣ୍ଡରେ ଜୀବନ୍ତ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ରିଆମାଳ ରେଞ୍ଜ ରେଙ୍ଗାଳବେଡା ଫରେଷ୍ଟ ସେକ୍ସନ କାଉଁଶିତଇଲା ଗାଁକୁ ସଂଯୋଗ କରୁଥିବା ରାସ୍ତା କଡରେ ହାତୀର ମୃତ ଦେହ ଠାବ କରାଯାଇଛି । ଆଜି ସକାଳୁ ସ୍ଥାନୀୟ କିଛି ଲୋକ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ । ବନବିଭାଗର ଅବହେଳା ଯୋଗୁଁ ହାତୀଟିର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ବନବିଭାଗ ଅଧିକାରୀ ସକାଳ ପ୍ରାୟ ୭ ଟାରେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
Read More News
T & CPrivacy PolicyContact Us