This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଗେଲଟୁଆ ଠାରେ ସ୍ୱର୍ଗତ ଅକ୍ଷୟ କୁମାର ଦୀକ୍ଷିତ ଙ୍କ ଦ୍ବାଦଶ କ୍ରିୟା ରେ ଯୋଗଦେଲେ ବିଧାୟକ ସଞ୍ଜୀବ ମଲ୍ଲିକ
Bhadrak Rural, Bhadrak | Sep 9, 2025
ଦ୍ବାଦଶ କ୍ରିୟା ରେ ଯୋଗଦେଲେ ବିଧାୟକ। ଆଜି ଭଦ୍ରକ ନିର୍ବାଚନ ମଣ୍ଡଳୀ ଗେଲଟୁଆ ଗ୍ରାମ ପଞ୍ଚାୟତ ର ବିଜୁ ଜନତା ଦଳର ଆଗ ଧାଡିର ଯୁବ ନେତୃତ୍ବ ଯୁବ ସଙ୍ଗଠକ:- ପ୍ରଦୀପ ଦିକ୍ଷୀତ ଙ୍କ ପିତା ସ୍ବର୍ଗତ ଅକ୍ଷୟ କୁମାର ଦୀକ୍ଷିତ ଙ୍କ ଦ୍ବାଦଶ କ୍ରିୟାରେ ଭଣ୍ଡାରିପୋଖରୀ ବିଧାୟକ ଶ୍ରିଯୁକ୍ତ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଅମର ଆତ୍ମାର ସତ୍ ଗତି କାମନା କରିଛନ୍ତି ସାଥିରେ ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ,ବିଷ୍ଣୁପୁର ବିନ୍ଧା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ବଟକୃଷ୍ଣ ଜେନା ପ୍ରମୁଖ ଯୋଗଦେଇଥିଲେ।