Download Now Banner

This browser does not support the video element.

ଧର୍ମଗଡ: କଲମପୁର ଠାରେ ପୁଲିସ ପକ୍ଷରୁ ପାନ୍, ଗୁଟକା ତମାଖୁ ଦ୍ରବ୍ୟ ବିକ୍ରୀ କରୁଥିବା ଦୋକାନ ଉପରେ ଚଢ଼ାଉ

Dharamgarh, Kalahandi | Sep 8, 2025
ସୋମବାର ସନ୍ଧ୍ୟାରେ କଲମପୁର ମୁଖ୍ୟ ବଜାରର ବିଭିନ୍ନ ଦୋକାନ ଉପରେ ପୁଲିସ ଥାନା ପକ୍ଷରୁ ଚଢ଼ାଉ କରାଯାଇଥିଲା। ପାନ, ଗୁଟକା ଆଦି ତମାଖୁ ଦ୍ରବ୍ୟ ବିକ୍ରୀ କରୁଥିବା ଦୋକାନ ରୁ ଏସମସ୍ତ ସାମଗ୍ରୀ ଜବତ କରିଥିଲେ।
Read More News
T & CPrivacy PolicyContact Us