Download Now Banner

This browser does not support the video element.

ଅନୁଗୋଳ: ବଅଁରପାଳ ଥାନା ଅଂଚଳରେ ନାବାଳିକାକୁ ଟଣା ଓଟରା କରିବା ଅଭିଯୋଗରେ ଦୁଇ ଗିରଫ

Anugul, Angul | Sep 11, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ର ଜଣେ ନାବାଳିକା କୁ ବଳାତ୍କାର ଉଦ୍ଦେଶ୍ୟ ନେଇ ଟଣାଓଟରା ହୋଇଥିବା ନେଇ ପୀଡିତା ପରିବାର ଥାନାରେ ଅଭିଯୋଗ ହୋଇଛି। ମମିଳିଥିବା ଖବର ଅନୁସାରେ ଗ୍ରାମରେ ଗଣେଶ ପୂଜା ଭସାଣି ପାଇଁ ନାଚ ଗୀତ ଚାଲିଥିଲା। ଠିକ୍ ଏହି ସମୟରେ ମୁନି ନାଚ ଦେଖୁଥିବା ବେଳେ ଗ୍ରାମର ରାକେଶ ଗୋଚ୍ଛାୟତ ଓ ବବୁଲ ବେହେରା ନାମକ ଦୁଇ ଯୁବକ ମୁନି କୁ ମନ୍ଦ ଉଦ୍ଦେଶ୍ୟ ନେଇ ପାଟି ବନ୍ଦ କରି ଏକ ସାହି ର ଗଳି ମଧ୍ୟକୁ ଟାଣି ନେବାକୁ ଉଦ୍ୟମ କରୁଥିବା ବେଳେ ସୌଭାଗ୍ୟ ବସତଃ ପୀଡିତା ଦୃବର୍ତ୍ତମାନଙ୍କ କବଳରୁ ଖସି ପଳାଇ ପରିବାରବର୍ଗଙ୍କୁ ଜଣାଇଥିଲା । ଝିଅ ଠାରୁ ସବୁ
Read More News
T & CPrivacy PolicyContact Us