Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଣା ରାସ୍ତାରେ ଗୋରୁ ବୋଝେଇ ଡାଲା ଅଟୋ ଛାଡି ଅଭିଯୁକ୍ତ ମାନେ ଫେରାର, ତଦନ୍ତ କରୁଛି ପୋଲିସ

Bhubaneswar M Corp, Khordha | Sep 2, 2025
ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଣା ରାସ୍ତାରେ ଗୋରୁ ବୋଝେଇ ଡାଲା ଅଟୋ ଛାଡି ଅଭିଯୁକ୍ତ ମାନେ ଫେରାର, ତଦନ୍ତ କରୁଛି ପୋଲିସ | ରାଜଧାନୀରେ ପୁଣି ଗାଇ ଚୋର ଆତଙ୍କ । ଆଜି 8.46ରେ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଣା ରାସ୍ତାରେ ଗୋରୁ ବୋଝେଇ ଡାଲା ଅଟୋ ଛାଡି ଅଭିଯୁକ୍ତ ମାନେ ଫେରାର । ଗାଡି ଭିତରୁ ଖଣ୍ଡା ଓ ବନ୍ଧୁକ ଜବତ । ଗୋଠପାଟଣା ରାସ୍ତାରେ ଗୋରୁ ଭର୍ତ୍ତି ଡାଲା ଅଟୋକୁ ସ୍ତାନିୟ ଯୁବକ ମାନେ ଅଟକାଇ ଥିଲେ । ଗାଡିକୁ ସୁରକ୍ଷା ଦେବାପାଇଁ ସାଙ୍ଗରେ ଆସୁଥିବା ଦୁଇ ଜଣ ଯୁବକ ଓ ଅଟୋ ଡ୍ରାଇଭର ସ୍ତାନିୟ ଯୁବକ ମାନଙ୍କୁ ଆକ୍ରମଣ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।
Read More News
T & CPrivacy PolicyContact Us