Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ପଦ୍ମନାଭପୂର୍ ଗଜ ଲକ୍ଷ୍ମୀ ପୂଜାର କଳସ ବିସର୍ଜନ

Titlagarh, Balangir | Oct 10, 2025
ଶୁକ୍ରବାର ସକାଳ ୧୦. ୩୦ ମିନିଟ ସମୟରେ ଗଜ ଲକ୍ଷ୍ମୀ ପୂଜାର କଳସ ବିସର୍ଜନ କରାଯାଇଅଛି। ମୁଖ୍ୟ ପୂଜକ ଭାବେ ଶରତ କୁମାର ମିଶ୍ର ପୂଜାର୍ଚ୍ଚନା କରୁଥିବା ବେଳେ ସହଯୋଗ କରୁଥିଲେ ପୂଜକ ପ୍ରକାଶ ଚନ୍ଦ୍ର ତ୍ରିପାଠି। କର୍ତ୍ତା ଭାବେ ଚିତ୍ତ ରଞ୍ଜନ ସାହୁ ଏବଂ ସପତ୍ନି ଲୋପା ମୁଦ୍ରା ସାହୁ ପୂଜାରେ ବସିଥିଲେ। ଆଜି ସକାଳୁ ପଡ଼ାର ମହିଳା, ପୁରୁଷ ମାନଙ୍କ ସହ କମିଟି ସଦସ୍ୟ ମାନେ କଳସ ବିସର୍ଜନ କରିବା ପାଇଁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଦେବନ୍ଧ ଠାରେ ବିସର୍ଜନ କରିଛନ୍ତି। ସନ୍ଧ୍ୟାରେ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us