Install App
harishbhoi
This browser does not support the video element.
ସୋହେଲା: ସୋହେଲା ପୁରୁଣା ଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । 2 ବାଇକ ଆରୋହୀ ଗୁରୁତର, ନିକଟସ୍ଥ ହସ୍ପିଟାଲ କୁ ପଠାଇଲେ ସ୍ଥାନୀୟ ଲୋକେ
Sohela, Bargarh (Baragarh) | Sep 18, 2025
ସୋହେଲା ପୁରୁଣା ଗେଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି 4 PM ପାଖାପାଖି ସମୟରେ ଟାଟା ଏସି ଓ ବାଇକ ମଧ୍ୟରେ ଧକ୍କା ହୋଇଥିବା ବେଳେ ବାଇକରେ ଥିବା ଦୁଇ ଜଣ ଗୁରୁତର ଅବସ୍ଥାରେ ସରକାରୀ ଡାକ୍ତରଖାନା କୁ ସ୍ଥାନୀୟ ଲୋକ ପହଞ୍ଚାଇଛନ୍ତି । ବାଇକ ଆରୋହୀ ମାନେ ଛତିସଗଡ ରାଜ୍ୟ ସରାଇପାଲି ଅଞ୍ଚଳରେ ଥିବା କୁଦୋପାଲି ଗ୍ରାମର ହୋଇଥିବା ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!