Download Now Banner

This browser does not support the video element.

ପାରଳାଖେମୁଣ୍ଡି: କରଣ ସାହି ହନୁମାନ ଧ୍ୟାନ ପୀଠ ଠାରେ ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Paralakhemundi, Gajapati | Sep 8, 2025
କରଣ ସାହି ହନୁମାନ ଧ୍ୟାନ ପୀଠ ଠାରେ ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର କରଣ ସାହି ସ୍ଥିତ ହନୁମାନ ଧ୍ୟାନ ପୀଠ ଠାରେ ଗଜପତି କରଣ ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ। ଏହି ଅବସରରେ ସ୍ୱର୍ଗୀୟା କାଞ୍ଚନମାଳା ପଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଥିଲା। ସ୍ୱର୍ଗୀୟା କାଞ୍ଚନମାଳା ଜଣେ ଧର୍ମ ପରାୟଣ ମହିଳା ଥିବା ବେଳେ ସେ ଜଣେ ମିଷ୍ଠ ଭାଷୀ ମହିଳା ଥିଲେ।ସେ 31ଅଗଷ୍ଟ 2025 ତାରିଖରେ 83 ବର୍ଷ ରେ ହୃଦ୍ ରୋଗରେ ଇହ ଲୀଳା ତ୍ୟାଗ କରିଥିଲେ। ଏହି ପରୀପ୍ରେକ୍ଷୀରେ ଗଜପତି କରଣ ସମାଜର ଉପ ସଭାପତି ଅମୂଲ୍ୟ କୁମାର
Read More News
T & CPrivacy PolicyContact Us