Install App
dhenkanalknagar
This browser does not support the video element.
କାମାକ୍ଷାନଗର: ବହାଡ଼ାପାଳ ଗାଁରେ ଗୁରୁବାର ୧୧ଟାରେ ଗ୍ରାମବାସୀ ରାସ୍ତା ଉପରେ ବସିଲେ ଡିଲର ଚାଉଳ ନଦେବାରୁ
Kamakshyanagar, Dhenkanal | Sep 11, 2025
ବହାଡ଼ାପାଳ ଗାଁରେ ଗୁରୁବାର ୧୧ଟାରେ ଗ୍ରାମବାସୀ ରାସ୍ତା ଉପରେ ବସିଲେ ଡିଲର ଚାଉଳ ନଦେବାରୁ ।ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ କାନ୍ତୁଲ ପଂଚାୟତ ବହାଡ଼ାପାଳ ଗାଁର ଲୋକମାନେ ସଠିକ ଭାବରେ ଚାଉଳ ପାଉନଥିବା କାରଣରୁ ଗୁରୁବାର ଗାଁ ରାସ୍ତା ଉପରେ ବସିଲେ ।ସେମାନଙ୍କ ଦାବି ପୂରଣ ନହେବା ଯାଏ ଚାଲିବ ଆନ୍ଦୋଳନ କହିଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!