Download Now Banner

This browser does not support the video element.

ଅନୁଗୋଳ: ପାଣଗୋବିନ୍ଦପୁର ଗ୍ରାମରେ ହାତୀ ଉପଦ୍ରବ ନେଇ ପ୍ରତିକ୍ରିୟା ରଖିଲେ ଅଜୟ ନାଏକ

Anugul, Angul | Sep 13, 2025
ଲୋକମାନେ ହାତୀ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାତି ହେଲେ ହାତୀ ଭୟ ରହୁଛି। ଲୋକମାନେ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି। ଗାଁ ମୁଣ୍ଡରେ ହାତୀପଲ ଯାଉଥିବାରୁ ହାଇମାଷ୍ଟ୍ ଲାଇଟ୍ ଲଗାଇବା ପାଇଁ ଅନୁଗୋଳ ବନଖଣ୍ଡ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ମିଳିଥିବା ଖବର ଅନୁସାରେ ଅନୁଗୋଳ ବ୍ଲକ ଧୋକୁଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣଗୋବିନ୍ଦପୁର ଗ୍ରାମରେ ପ୍ରାୟ ୮୦୦ ଲୋକ ବସବାସ କରୁଛନ୍ତି। ଗାଁ ନିକଟରେ ହାତୀ ପଲ ଯାଉଥିବାରୁ ସେମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାତି ହେଲେ ଘର ଭିତରେ ତାଟିକବାଟ ଦେଇ ରହୁଛନ୍ତି। ଗତ
Read More News
T & CPrivacy PolicyContact Us