This browser does not support the video element.
ମୋହନା: ମୋହନା ନାରାୟଣ ନଗର ରେ ଥିବା ଏକ ବାଇକ୍ ଭିତରୁ ସାପ ଉଦ୍ଧାର କଲା ବନ ବିଭାଗ।
Mohana, Gajapati | Sep 9, 2025
ମୋହନା ନାରାୟଣ ନଗର ରେ ଥିବା ଏକ ବାଇକ୍ ଭିତରୁ ସାପ ଉଦ୍ଧାର କଲା ବନ ବିଭାଗ।ବାଇକ୍ ଭିତରୁ ସାପ ଉଦ୍ଧାର l ଗଜପତି ଜିଲ୍ଲା ମୋହନା ନାରାୟଣ ନଗର ରେ ଏକ ବାଇକ୍ ଭିତରେ ସାପ ଥିବା ଜାଣିବା ପରେ ବାଇକ ଚାଳକ ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନ କର୍ମଚାରୀ ଆସି ବାଇକ୍ ସିଟ ଭିତରୁ ଅଢେ଼ଇ ଫୁଟ ସାପକୁ ଉଦ୍ଧାର କରିଛି l ସାପଟି ପାହାଡିଆ ଚିତି ପ୍ରଜାତିର ବୋଲି ଜଣାପଡିଛି। ଆଜି ଦିନ ଗୋଟାଏ ସମୟରେ ଦେଖିବାକୁ ମିଳିଥିଲା।