This browser does not support the video element.
ସଦର: ଗୁଞ୍ଚିପଦର ଗାଁରେ ଅଘଟଣ ,ପୋଖରୀ କୁ ଗାଧୋଇବା କୁ ଯାଇ ଦୁଇ ଭାଇ ପାଣିରେ ବୁଡି ମୃତ୍ୟୁ
Sadar, Kalahandi | Sep 5, 2025
କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର୍ ଗାଁରେ ଅଘଟଣ। ଗାଁ ମୁଣ୍ଡ ପୋଖରୀ କୁ ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ସୂଚନା। ଘଟଣା ସ୍ଥଳରେ ଓଡ୍ରାପ ଟିମ ପହଞ୍ଚି ଉଦ୍ଧାର କରିଥିବା ବେଳେ ଜଣଙ୍କର ବୟସ ୯ ଓ ଅନ୍ୟଟିର ବୟସ ୧୨ ହେଉଥିବା ଜଣାପଡିଛି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ର ତଦନ୍ତ କରି ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଆଜି ଶୁକ୍ରବାର ଅପରାହ୍ନ ପାଞ୍ଚଟା ସମୟରେ ପୁଲିସ ସୁଚନା ଦେଇଛି।