This browser does not support the video element.
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ସଙ୍କେତ ଜାରି କରିଛି ଆଇ ଏମ ଡି ବିଭାଗ।
Paralakhemundi, Gajapati | Aug 28, 2025
ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୟେଲୋ ସଙ୍କେତ ଜାରି କରିଛି ଆଇ ଏମ ଡି ବିଭାଗ। ଗଜପତି ଜିଲ୍ଲାରେ ଗତ କିଛି ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ଆଜି ପୁଣି ଆଇ ଏମ ଡି ବିଭାଗ ପକ୍ଷରୁ ଜିଲ୍ଲାକୁ ଆଜି ପାଞ୍ଚଟା ବେଳେ ୟେଲୋ ସଙ୍କେତ ଜାରି କରିଛି। ଯାହାକି ଆସନ୍ତା କାଲି ଅର୍ଥାତ ଅଗଷ୍ଟ ୨୯ ତାରିଖ ସକାଳ ଆଠଟା ତିରିଶି ମଧ୍ୟରେ ଘଡଘଡି ସହ ବର୍ଷା ସାଙ୍ଗକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବା ନେଇ ଆଇ ଏମ ଡି ବିଭାଗ ପକ୍ଷରୁ ଆନୁମାନ କରା ଯାଇଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ଘଡଘଡି ସମୟରେ ବାହାରକୁ ନଯିବା, ନଦୀ ନାଳକୁ ନଯିବା ପାଇଁ