Download Now Banner

This browser does not support the video element.

ଓରିଏଣ୍ଟ: ବେଲପାହାଡ ପୌରପରିଷଦରେ ଧୁମଧାମ ରେ ଅନୁଷ୍ଠିତ ହେଉଛି ଦୁର୍ଗା ପୂଜା

Orient, Jharsuguda | Sep 30, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରପରିଷଦରେ ଧୁମଧାମ ରେ ଅନୁଷ୍ଠିତ ହେଉଛି ଦୁର୍ଗା ପୂଜା l ବେଲପାହାଡ ଷ୍ଟେସନ, ବେଲପାହାଡ ଫାଟକ, ଗୁମାଡେରା ମାର୍କେଟ ଏବଂ ଗୁମାଡେରା ଜୁବିଲି ହଲ ଚାରୋଟି ସ୍ଥାନରେ ମା ଦୁର୍ଗା ଙ୍କ ପୂଜା ସମ୍ପୂର୍ଣ ରୀତିନୀତି ରେ ଅନୁଷ୍ଠିତ ହେଉଥିବାବେଳେ ପ୍ରତିଦିନ ହଜାର ହଜାର ଭକ୍ତ ଙ୍କ ସମାଗମ ହେଉଛି l ଆଜି ମହାମାୟା ଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିବାବେଳେ ପ୍ରତେକ ପୂଜା ମଣ୍ଡପରେ ସନ୍ଧ୍ୟା ୬ ଟା ରୁ ରାତି ୧୧ ଟା ଯାଏଁ ଶତାଧିକ ଭକ୍ତ ଉପସ୍ଥିତ ରହି ଜଗଦ ଜନନୀ ଙ୍କ ଆଶୀର୍ବାଦ ନେଇଛନ୍ତି l
Read More News
T & CPrivacy PolicyContact Us