This browser does not support the video element.
କଣ୍ଟାବାଞ୍ଜି: ଦାବ୍ରୀ ଗାଁ ଠାରେ ଟ୍ରେନ ରୁ ପଡି ଜଣେ ଗୁରୁତର
Kantabanji, Balangir | Oct 1, 2025
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରାୟପୁର ଟ୍ରେନ ଲାଇନ ଦାବ୍ରି ଗାଁ ନିକଟ ରେ ଟ୍ରେନ ରୁ ପଡି ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଙ୍କ ପରିଚୟ ମିଳି ପାରିନାହିଁ।