Download Now Banner

This browser does not support the video element.

ଛେଣ୍ଡିପଦା: କୁକୁରପେଟା ଗ୍ରାମରୁ ରାଇଫଲ ଜବତ ଜଣେ ଗିରଫ

Chhendipada, Angul | Aug 8, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସ କୁକୁରପେଟା ଗ୍ରାମରେ ଚଢ଼ାଉ କରି ଏକ ସ୍ପୋର୍ଟ୍ସ ବ୍ରାଣ୍ଡର ରାଇଫଲକୁ ଜବତ କରିବା ସହିତ ଜଣଙ୍କୁ ଗିରଫକାରୀ ପୋଲିସ ଶୁକ୍ରବାର ଅପରାହ୍ନ ୪ ଘଟିକା ସମୟରେ କୋର୍ଟ ଚାଲାଣ କରିଛି l ସୂଚନା ଯେ ଛେଣ୍ଡିପଦା ଥାନା ପୋଲିସ କୁକୁରପେଟା ଗ୍ରାମର କିଶୋର ବେହେରା ବେଆଇନ ଅସ୍ତ୍ର ଶସ୍ତ୍ର ରଖିଥିବା ଖବର ପାଇଥିଲେ l
Read More News
T & CPrivacy PolicyContact Us