Download Now Banner

This browser does not support the video element.

ପାରଳାଖେମୁଣ୍ଡି: ରାଜ୍ୟ ଖାଦ୍ୟ ଆୟୋଗଙ୍କ ତିନି ଜଣିଆ ଟିମ ଗଜପତି ଜିଲ୍ଲା ଗସ୍ତ ପରେ ଜିଲ୍ଲାପାଳ ମଧୁମିତା ଙ୍କ ପ୍ରତିକ୍ରିୟା।

Paralakhemundi, Gajapati | Sep 4, 2025
ରାଜ୍ୟ ଖାଦ୍ୟ ଆୟୋଗଙ୍କ ତିନି ଜଣିଆ ଟିମ ଗଟ କିଛି ଦିନ ହେଲା ଗଜପତି ଜିଲ୍ଲା ଗସ୍ତରେ ଆସି ସମସ୍ତ ବ୍ଲକ ଗୁଡ଼ିକ ବୁଲି ଖାଦ୍ୟର ମାନ ଆଦି ନିରୀକ୍ଷଣ କରିଥିଲେ। ଯାହାକୁ ନେଇ ଆଜି ତିନିଟା ବେଳେ ଜିଲ୍ଲାପାଳ ମଧୁମିତା ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us