Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲଗାଣ ବର୍ଷା ପାଇଁ ରାଜମହଲ ରୁ ମାଷ୍ଟର କ୍ୟାଣ୍ଟନ ସମୁର୍ଣ୍ଣ ରାସ୍ତା ବନ୍ଦ, ଅଟକିଲା ସହ ସହ ସଂଖ୍ୟାରେ ଗାଡି

Bhubaneswar M Corp, Khordha | Oct 8, 2025
ଲଗାଣ ବର୍ଷା ପାଇଁ ରାଜମହଲ ରୁ ମାଷ୍ଟର କ୍ୟାଣ୍ଟନ ସମୁର୍ଣ୍ଣ ରାସ୍ତା ବନ୍ଦ, ଅଟକିଲା ସହ ସହ ସଂଖ୍ୟାରେ ଗାଡି | ଆଜି ରାଜଧାନୀରେ ଲଗାଣ ବର୍ଷା ରେ ବେହାଲ ହୋଇଛି ସହର | ରାଜମହଲ ରୁ ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଅଟକି ଇଗିଛି ସହ ସହ ସଂଖ୍ୟାରେ ଗାଡି | ଡ୍ରେନେଜ ସମସ୍ୟା କାରଣ ରୁ ବର୍ଷା ଜଳ କୁଆଡେ ଯାଇପାରି ନଥିଲା | ଯାହା ଫଳରେ ରାସ୍ତା ଉପରେ ଜମି ରହିଥିଲା ବର୍ଷା ଜଳ | ଏଥିପାଇଁ ଜନସାଧାରଣ ବିଏମସି କୁ ଦାୟୀ କରିଛନ୍ତି | ଖୋଧ ରାଜଧାନୀର ଛାତି ଉପରେ ଯଦି ଏଭଳି ଘଟଣା ତେବେ ସହର ଉପକଣ୍ଠ ଏବଂ ସହର ବାହାର ଅଞ୍ଚଳ ସ୍ଥିତି ଏଇଠୁ ହିଁ ଅନୁମାନ କରି ହଉଛି |
Read More News
T & CPrivacy PolicyContact Us