Install App
sambalpurupdate
This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଦଳେଇପଡା ସ୍ଥିତ smc ର ପୁରୁଣା ଅଫିସରେ ମହାନଗର ନିଗମ କମିଶନରଙ୍କ ଦ୍ୱାରା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Sambalpur M, Sambalpur | Aug 25, 2025
ମହାନଗର ନିଗମ ଅନ୍ତର୍ଗତ ଦଳେଇପଡା ସ୍ଥିତ smc ର ପୁରୁଣା ଅଫିସରେ ମହାନଗର ନିଗମ କମିଶନରଙ୍କ ଦ୍ୱାରା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ heichi l ଏହି ଅବସର ରେ କମିଶନର ଲୋକଙ୍କ ଅଭିଯୋଗ ଶୁଣିଥିଲେ l ରାସ୍ତାଘାଟ, ବିଭିନ୍ନ ଯୋଜନା, ସଫେଇ କୁ ନେଇ ଲୋକ ଙ୍କ ଅଭିଯୋଗ ରହିଥିଲା l ଏ ନେଇ ଆଜି ରାତି 9 ଟା ସୂଚନା ମିଳିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!