Download Now Banner

This browser does not support the video element.

ଟିଟିଲାଗଡ: ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି କଲେ ବିଦ୍ୟୁତ ବିଭାଗର ଦୁର୍ଗା ପୂଜା ଦର୍ଶନ

Titlagarh, Balangir | Oct 1, 2025
ଟିଟିଲାଗଡ଼ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଦୁର୍ଗା ପୂଜା ଦେଖି ଆସିବାକୁ ବିଜେଡି ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶିଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ଶ୍ରୀଯୁକ୍ତ ବିଶି ସେମାନଙ୍କ ନିମନ୍ତ୍ରଣ ପାଇ ବୁଧୁବାର ଦିନ ଅପରାହ୍ନ ୧.୩୦ ସମୟରେ ଟିଟିଲାଗଡ଼ ବିଦ୍ୟୁତ ବିଭାଗର ଦୁର୍ଗା ମଣ୍ଡପକୁ ଯାଇ ମା ଙ୍କ ଦର୍ଶନ ଲାଭ କରିବା ସହ ପୂଜାର୍ଚ୍ଚନା କରି ମା ଙ୍କ ପ୍ରସାଦ ସେବନ କରିଥିଲେ। ସାଂସଦଙ୍କ ଗସ୍ତ ସମୟରେ tpwodl ର ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ବିନାୟକ ରାଉତ, ଏସଡିଓ, ବିଦ୍ୟୁତ ବିଭାଗର କର୍ମଚାରୀ, ଆଦିବାସୀ ସଂଘର ସଦସ୍ୟଙ୍କ ସହିତ ସାଂସଦ ପ୍ରତିନିଧି ରମେଶ ଅଗ୍ରୱାଲ ଉପସ
Read More News
T & CPrivacy PolicyContact Us