This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲିରେ ପିଡବ୍ଲୁଓଡିଏଲ୍ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Sambalpur M, Sambalpur | Aug 24, 2025
ଟିପିଡବ୍ଲୁଓଡିଏଲ୍ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆଜି ଦିନ ପ୍ରାୟ 1 ଟା ସମୟରେ ଅନୁଷ୍ଠିତ ହୋଇଯାଇଛି l ଏକ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଗ୍ରାହକଙ୍କ ପାଇଁ ସୋଲାର ସିଷ୍ଟମର ନୂତନ ଯୋଜନା ଘୋଷଣା କରାଯାଇଥିଲା । ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ଗ୍ରାହକ ଯଦି ଏକ କିଲୋୱାଟର ରୁପଟପ୍ ସୋଲାର ସିଷ୍ଟମ ନିଜ ଘର ଉପରେ ସ୍ଥାପନ କରିବାକୁ ଚାହାଁନ୍ତି । ତେବେ ସେମାନଙ୍କୁ କେବଳ 5000 ଟଙ୍କା ଏବଂ ସୋଲାର ମିଟର୍ ବାବଦକୁ 3 ହାଜର 747 ଟଙ୍କା ଦେବାକୁ ପଡ଼ିବ । ଏହି ସୋଲର ସିଷ୍ଟମ୍ ଲଗାଇ ଗ୍ରାହକ ହାରହାରି ମାସକୁ 100 ୟୁନିଟ୍ ବିଜୁଳି ଉତ୍ପାଦନ କରିବା ସହ ବର୍ଷରେ 5000 ଟଙ୍କା ପର୍ଯ