This browser does not support the video element.
ମୋହନା: ଏ. ଏନ.ଏମ ଙ୍କ ଦବଙ୍ଗଗିରି ବାହାରେ ଆଶା ଦିଦି ଙ୍କୁ ଅଫିସ କାମ ଛାଡି ବାହାରେ ଖଟାଉଛନ୍ତି
Mohana, Gajapati | Sep 13, 2025
ଆଶାକର୍ମୀ ଆଣିଲେ ସାଙ୍ଘାତିକ ଅଭିଯୋଗ, ଏ.ଏନ.ଏମ ଦେଖାଉଛନ୍ତି ଦବଙ୍ଗଗିରୀ l ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ବଗିଚା କାମ କରାଇବା ସହିତ ଘାସ ଉପାଡୁଛନ୍ତି ଆଶା ଦିଦି l ଗାଁ ଗହଳି ତଥା ସାହି ମାନଙ୍କରେ ସ୍ୱାସ୍ଥ୍ୟ ସମସ୍ୟା ବିଶେଷ କରି ଗର୍ଭବତୀ ପ୍ରସୂତି ମା ମାନଙ୍କ ଦେଖା ରଖା କରିବା ପାଁଇ ଆଶାଦିଦି ମାନଙ୍କୁ ସରକାର ନିୟୋଜିତ କରିଛନ୍ତି। ଯାହାକୁ ନେଇ ଆଜି ଦିନ ଦୁଇ ଘଣ୍ଟ ସମୟରେ ଜାଣିବାକୁ ମିଳିଥିଲା