Download Now Banner

This browser does not support the video element.

ଘସିପୁରା: ଟାଙ୍ଗରପଡ଼ା ଛକ ଠାରେ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ରୋକ ଘଟଣା,ପରିବାରକୁ ମିଳିଲା ୮ଲକ୍ଷ ଟଙ୍କା ସହାୟତା

Ghasipura, Kendujhar | Sep 13, 2025
ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଟାଙ୍ଗରପଡ଼ା ଛକ ଠାରେ ଉତ୍ତେଜନା । ଦୀର୍ଘ ୫ ଘଣ୍ଟା ହେଲା ରାସ୍ତାରେ ଶବ ରଖି ଲୋକେ ରାସ୍ତାରୋକ କରୁଛନ୍ତି । ସକାଳ ୭ଘଟିକା ସମୟରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପାଟଣା-କେନ୍ଦେଇପଶି ରାସ୍ତାରେ ପଡିରହିଛି ଶବ । ଗୋତକାଲି ବାପା ଓ ପୁଅ ମିଶି ବିଲରୁ ଘରକୁ ଫେରୁଥିବା ବେଳେ ଚିପିସ୍ ବୋଝେଇ ଏକ ହାୱା ଟ୍ରକ ତଳେ ଚାପି ହୋଇ ଘଟଣାସ୍ଥଳରେ ଅନୀଲ ସେଠୀ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ।
Read More News
T & CPrivacy PolicyContact Us