Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଚନ୍ଦନପୁର ଅଞ୍ଚଳ ରୁ ଚନ୍ଦନପୁର ଥାନା ଦ୍ୱାରା 3 ବ୍ରାଉନସୁଗାର ବେପାରୀ ଗିରଫ କୋଟିଏ ରୁ ଉର୍ଦ୍ଧ ଟଣା ର ବ୍ରାଉନ ସୁଗାର ଜବତ, l

Puri M, Puri | Aug 30, 2025
ପୁରୀ ପୋଲିସ କୁ ବଡ଼ ସଫଳତା l ଚନ୍ଦପୁର ପୋଲିସ ଦ୍ୱାରା 3 ବ୍ରାଉନ ସୁଗାର ବେପାରୀ ଗିରଫ l ଚନ୍ଦନ ପୁର ଅଞ୍ଚଳ ରୁ ବ୍ରାଉନ ସୁଗାର ବେପାରୀ ଗିରଫ l 157 ଗ୍ରାମ ବ୍ରାଉନ ସୁଗାର ଜବତ l ଖୋର୍ଦ୍ଧା ରୁ ବ୍ରାଉନ ସୁଗାର ଆଣି ବେପାର କରୁଥିଲେ ଅଭିଯୁକ୍ତ l ଆଜି ଦିନ 11 ସମୟରେ ଏସ୍ପି ଙ୍କ କାର୍ଯ୍ୟାଳୟ ରେ ସାମ୍ବାଦିକ ସମିଳନୀ ରେ ସୂଚନା ଦେଲେ ପୁରୀ ଏସ୍ପି l
Read More News
T & CPrivacy PolicyContact Us