Download Now Banner

This browser does not support the video element.

କେନ୍ଦୁଝର ସହର: ପାଉଛିଆ ଗ୍ରାମ ନିକଟରେ ଚୋରା ଗୋରୁ ବୋଝେଇ ବୋଲେରୋ ଦୁର୍ଘଟଣା ଗ୍ରସ୍ତ

Kendujhar Town, Kendujhar | Sep 3, 2025
ଘଟଗାଁ ଥାନା ପାଉଛିଆ ଗ୍ରାମ ନିକଟରେ ଆଜି ଏକ ଚୋରା ଗୋରୁ ବୋଝେଇ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡିଛି। ୩ଟି ଗୋରୁ ବୋଝେଇ କରି ଚାଲାଣ ହେଉଥିବା ବେଳେ ଏହି ଗାଡି ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣା ପରେ ମାଫିଆ ମାନେ ଗାଡି ଛାଡି ଫେରାର ହୋଇ ଯାଇଥିବା ବେଳେ ପୋଲିସ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିଥିଲେ। ପୋଲିସ ବୋଲେରୋ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଥିବା ସୂଚନା ରହିଛି।
Read More News
T & CPrivacy PolicyContact Us