Download Now Banner

This browser does not support the video element.

କଟକ ପୌରାଞ୍ଚଳ: ୨୧ ତାରିଖରେ କଟକର ୧୭ ଟି ବୁଢ଼ା ଗଣେଷଙ୍କ ବିସର୍ଜନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ନେଇ ସିଡିଏ ସେକ୍ଟର ୬ରେ ଓକିଲଙ୍କ ପ୍ରତିକ୍ରିୟା

Cuttack M Corp PS, Cuttack | Sep 11, 2025
୨୧ ତାରିଖରେ କଟକର ୧୭ ଟି ବୁଢ଼ା ଗଣେଷଙ୍କ ମୂର୍ତ୍ତିକୁ ବିସର୍ଜନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ହାଇକୋର୍ଟ। ୨୦୨୨ ମସିହାର ନିର୍ଦ୍ଦେଶକୁ ପାଳନ କରିବା ପାଇଁ କଟକ ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୬୫ ଡେଶିବିଲ ସାଉଣ୍ଡ ମଧ୍ୟରେ ବକ୍ସ ବଜେଇ କରାଯାଇ ପାରିବ ଭସାଣୀ ବୋଲି ଗୁରୁବାର ରାତି ୮ ଟା ସମୟରେ ସିଡିଏ ସେକ୍ଟର ୬ ସ୍ଥିତ ବାସ ଭବନରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ।
Read More News
T & CPrivacy PolicyContact Us