Install App
santoshbaral67
This browser does not support the video element.
ନିମାପଡା: ବଳଙ୍ଗା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ ଅନୁଷ୍ଟିତ,ଯୋଗଦେଲେ ଅତିରିକ୍ତ ଏସପି
Nimapada, Puri | Oct 7, 2025
ଆଜି ସଂଧ୍ୟା ସାଡେ ୫ଟାରେ ନିମାପଡା ବ୍ଲକ୍ ଅନ୍ତର୍ଗତ ବଳଙ୍ଗା ଥାନା ପୋଲିସ ପକ୍ଷରୁ ବଳଙ୍ଗା ବଜାର, ମଉଜୀବେଗ ଛକ ଓ ବାୟାବର ଛକରେ ଫ୍ଲାଗ ମାର୍ଚ୍ଚ କରାଯାଇ ଲୋକ ମାନଙ୍କୁ ଆଇନ ଶୃଙ୍ଖଳା ଉପରେ ସଚେତନ କରଯାଇଛି। ଅତିରିକ୍ତ ଏସପି ସଚ୍ଚିନ ପଟେଲ, ପିପିଲି ଡିଏସପି ଦେବାଶିଷ ମିଶ୍ର ଓ ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!