This browser does not support the video element.
କୋମନା: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ନୂଆପଡ଼ା ସହରରେ ସୁରକ୍ଷା ବ୍ୟବସ୍ଥା କଡା କଡି
Komna, Nuapada | Oct 6, 2025
ଆଜି ଦିନିକିଆ ନୂଆପଡ଼ା ଗସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ଦିନ ୧୧ ଟା ସମୟରେ ସେ ନୂଆପଡ଼ାରେ ପହଞ୍ଚିଥିଲେ , ଅପରାହ୍ନ ୪ ଟା ସମୟରେ ସେ ନୂଆପଡ଼ାରୁ ଭୁବନେଶ୍ୱର ଯିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ନୂଆପଡା ସହରର ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି।