This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଲଭଣ୍ଡାର ଖୋଲା ରହିଛି 16ସୁଇସ ଗେଟ
Sambalpur M, Sambalpur | Sep 4, 2025
ହୀରାକୁଦ ଜଲଭଣ୍ଡାର ଖୋଲା ରହିଛି 16ସୁଇସ ଗେଟ l ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାର ରୁ ଖୋଲିଲା ଆଉ 2 ଟି ଗେଟ l ବର୍ତ୍ତମାନ ହୀରାକୁଦ ହୀରାକୁଦ ଜଳ ଭଣ୍ଡାର ରେ ଜଲସ୍ତର 626.33 ଫୁଟ ରହିଛି l ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ 2ଲକ୍ଷ 62 ହଜାର 653କ୍ୟୁସେକ ଜଳ ପ୍ରବେଶ କରୁଛି l ସେହିପରି ଜଲଭଣ୍ଡାର ରୁ ପ୍ରତି ସେକେଣ୍ଡ ରେ 2 ଲକ୍ଷ 85 ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି l