Download Now Banner

This browser does not support the video element.

ଝାରସୁଗୁଡା: ବତଲଗା ଗ୍ରାମ ନିକଟ ଏକ ବିଲ ରୁ ଲିଳିମା ମିର୍ଧାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଶଵ ବ୍ୟବଛେଦ ସହ ଭେସରା ରିପୋର୍ଟ ପାଇଁ ନମୁନା ସଂଗ୍ରହ

Jharsuguda, Jharsuguda | Sep 2, 2025
ଝାରସୁଗୁଡା ଜିଲ୍ଲା ବତଲଗା ଗ୍ରାମ ନିକଟ ଏକ ବିଲ ରୁ ଲିଳିମା ମିର୍ଧାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଶଵ ବ୍ୟବଛେଦ ସହ ଭେସରା ରିପୋର୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି l ପୋଲିସ ଶଵ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି l ଅନ୍ୟପଟେ ଶଵ ବ୍ୟବଛେଦ ରିପୋର୍ଟ ଏବଂ ଭେସରା ରିପୋର୍ଟ ଆସିବା ପରେ ଲିଳିମା ଙ୍କ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ବନହରପାଲି ପୋଲିସ ଆଜି ମଙ୍ଗଳବାର ରାତି ୮ ଟାରେ ସୂଚନା ଦେଇଛି l ଅନ୍ୟପଟେ ସାଇଣ୍ଟିଫିକ ଟିମ ଓ ଡ଼ଗ ସ୍କୁଆଡ଼ ମଧ୍ୟ ଘଟଣା ସ୍ଥଳକୁ ପହଂଚି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି l
Read More News
T & CPrivacy PolicyContact Us