Download Now Banner

This browser does not support the video element.

ରାୟଗଡା: କାଶୀପୁର ପୋଲିସ ଦ୍ୱାରା ଚୋରି ସୁନା ଓ ଟଙ୍କା ଉଦ୍ଧାର, ୨ ଅଭିଯୁକ୍ତଙ୍କୁ ଗିରଫ ସହ କରାଗଲା କୋର୍ଟଚାଲାଣ

Rayagada, Rayagada | Aug 24, 2025
କାଶୀପୁର ପୋଲିସ ଦ୍ୱାରା ଚୋରି ସୁନା ଓ ଟଙ୍କା ଉଦ୍ଧାର ୨ ଗିରଫ, କୋର୍ଟ ଚାଲାଣ। ଏ ନେଇ ରବିବାର ସନ୍ଧ୍ୟା ରେ ପୋଲିସ ପକ୍ଷରୁ ସୂଚନା ମିଳିଛି।
Read More News
T & CPrivacy PolicyContact Us