This browser does not support the video element.
କୋରେଇ: ଯାଜପୁର ଓ କୋରେଇ ବିଜେପି ପକ୍ଷରୁ ସଠିପୁର ଛକରେ ରାଜ୍ୟ ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧନା,ଯୋଗଦେଲେ ଅନେକ କାର୍ଯ୍ୟକର୍ତ୍ତା
Korai, Jajpur | Sep 11, 2025
ଯାଜପୁର ଓ କୋରେଇ ବିଜେପି ପକ୍ଷରୁ ସଠିପୁର ଛକରେ ରାଜ୍ୟ ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧନା,ଯୋଗଦେଲେ ଅନେକ କାର୍ଯ୍ୟକର୍ତ୍ତା l ଆଜି ଦ୍ୱିତୀୟ ଦିନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରୁଛନ୍ତି l ଆଜି ଏହି ପରିପକ୍ଷରେ ଯାଜପୁର ଓ କୋରେଇ ବିଜେପି କାର୍ଯ୍ୟକର୍ତା ମାନେ ସଠିପୁର ଛକରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏଥିସହିତ ରାଜ୍ୟରେ ବିଜେପି ସରକାର ଆଣିବାରେ ପ୍ରମୁଖ ଭୂମିକା ଆଣିଥିବାର ଶ୍ରୀ ସାମଲଙ୍କୁ ଦଳୀୟ କାର୍ଯ୍ୟକର୍ତା ମାନେ ଧନ୍ୟବାଦ ଦେଇଥିଲେ l