This browser does not support the video element.
କୋରେଇ: ମା ବିରଜାଙ୍କ ପୀଠରେ ଆଜି ନବମୀ ପୂଜା,ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ସୂଚନା ଦେଲେ ଉପ ଜିଲ୍ଲାପାଳ
Korai, Jajpur | Sep 30, 2025
ମା ବିରଜାଙ୍କ ପୀଠରେ ଆଜି ନବମୀ ପୂଜା,ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ସୂଚନା ଦେଲେ ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ l ମା ବିରଜାଙ୍କ ପୀଠରେ ଚାଲିଛି ଷୋଡଚଉପଚାର ପୂଜା ପ୍ରତେକ ଦିନ ମା ବିଭିନ୍ନ ଭେଷରେ ପୂଜା ପାଉଛନ୍ତି l ଯାହାକୁ ଦେଖିବା ପାଇଁ ମା ଙ୍କ ପୀଠକୁ ପେତେକ ଦିନ ହଜାର ହଜାର ଭକ୍ତ ଆସୁଛନ୍ତି l ତେବେ ଏତେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନେଇ ସୂଚନା ଦେଲେ ଉପ ଜିଲ୍ଲାପାଳ ଶ୍ରୀ ଦେହୁରୀ l