This browser does not support the video element.
ଓରିଏଣ୍ଟ: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ
Orient, Jharsuguda | Aug 25, 2025
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି l ଆଜି ସୋମବାର ଅପରାହ୍ନ ୪ ଟା ରୁ ୫ ଟା ଯାଏଁ ଅନୁଷ୍ଠିତ ଏହି ବୈଠକରେ NSSY ଏବଂ OUWSSB ଭଳି ପ୍ରମୁଖ ଯୋଜନାଗୁଡ଼ିକର ସମୀକ୍ଷା କରାଯାଇଛି l ଏହା ବ୍ୟତୀତ, ଶ୍ରମ ଏବଂ ESI ବିଭାଗର ପ୍ରବର୍ତ୍ତନ କାର୍ଯ୍ୟକଳାପ ଉପରେ ଗୁରୁତ୍ୱାରୋପ କରିଛନ୍ତି ଝାରସୁଗୁଡା ଜିଲ୍ଲାପାଳ l ଏହାଶହ ପ୍ରତେକ ଶ୍ରମିକ ଯେପରି ସମସ୍ତ ସରକାରୀ ଯୋଜନାରେ ସାମିଲ ହୋଇ ପାରିବେ ସଦିଗରେ ଯତ୍ନବାନ ହେବାକୁ ନିର୍ଦେଶ ଦେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ l