Install App
bidyut318
This browser does not support the video element.
ଛେଣ୍ଡିପଦା: ଜରଡା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା କାଲୁଣି ଠାକୁରାଣୀଙ୍କ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହଜାର ହଜାର ଭକ୍ତଙ୍କ ସମାଗମ
Chhendipada, Angul | Aug 13, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଜରପଡା ଥାନା ଅନ୍ତର୍ଗତ ଜରଡ। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କାଳୁଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ବୁଧବାର ୧ ଘଟିକା ସମୟରେ ମହାସମାରୋହରେ ପାଳିତ ହୋଇଯାଇଛି । ତେବେ ମନ୍ଦିର ପରିସରରେ ମା କାଳୁଣି ଠାକୁରାଣୀଙ୍କ ଯଥାବିଧି ପୂଜାର୍ଚ୍ଚନା ପାରମ୍ପରିକ ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।
Share
Read More News
T & C
Privacy Policy
Contact Us
Your browser does not support JavaScript!