Download Now Banner

This browser does not support the video element.

ଅନୁଗୋଳ: ଧଉରାଗୋଠ ଗ୍ରାମରେ ସ୍ତ୍ରୀଙ୍କୁ ଅପହରଣ କରିଥିବା ନେଇ ପ୍ରତିକ୍ରିୟା ରଖିଲେ ପ୍ରଦେଶ ମହାରଣା

Anugul, Angul | Sep 6, 2025
ଅନୁଗୋଳ ଜିଲ୍ଲାରେ ପୁରୁଣାକୋଟ ଥାନା ଅନ୍ତର୍ଗତ ଧଉରାଗୋଠ ଗ୍ରାମରେ ପ୍ରଦେଶ ମହାରଣାଙ୍କ ସ୍ତ୍ରୀ କିଛି ଦିନ ହେବ ୨ବର୍ଷର ପୁଅକୁ ନେଇ ବସନ୍ତ ଗଡନାୟକ ପଳାଇଥିବା ନେଇ ଥାନାରେ ଅଭିଯୋଗ । ଘଟଣାରୁ ପ୍ରକାଶ ୧୩ ମାସ ହେବ ପିତାଚରି ଗ୍ରାମର ବସନ୍ତ ଗଡନାୟକ ମୋ ସହ ବଢେଇ କାର୍ଯ୍ୟ କରେ। ବେଳେ ବେଳେ ଆମ ଘରକୁ ଆସେ ଶ୍ରୀ ଗଡ଼ନାୟକ। ଆସିବା ଭିତରେ ମୋ ସ୍ତ୍ରୀକୁ ବିବାହ ପ୍ରଲୋଭନ ଦେଖାଇ। ଅଶ୍ଳୀଳ ଇଙ୍ଗୀତ କରି ମୋ ସ୍ତ୍ରୀ ସହ ଶାରିରୀକ ସମ୍ପର୍କ ରଖୁଥିଲା। ୨୩/୧୨/୨୦୨୪ ମସିହାରେ ମୋ ସ୍ତ୍ରୀ ପରିସ୍ରା କରି ଯିବାକୁ କହି ଯାଇ ଲାଟିନ ଭିତରେ ଖେଳ କରିଥିଲା ମୋ ସ୍ତ୍ରୀ। ଅଧିକା ସମୟ ଧରି ନଆସିବାରୁ
Read More News
T & CPrivacy PolicyContact Us