Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ନେଇ ଏ ଆଇ ସି ସି ପର୍ଯ୍ୟବେକ୍ଷକ ତଥା ସାଂସଦ ଙ୍କ ସାମ୍ବାଦିକ ସମ୍ମିଳନୀ

Baleshwar M, Balasore | Sep 1, 2025
ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦ ପାଇଁ ଚୟନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନ ୪ଟାରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବାଲେଶ୍ୱର ଜିଲ୍ଲା ପାଇଁ ନିଯୁକ୍ତ ଏ ଆଇ ସି ସି ର ପର୍ଯ୍ୟବେକ୍ଷକ ତଥା ହାସାନ ଲୋକ ସଭା ନିର୍ବାଚନମଣ୍ଡଳୀ ର ସାଂସଦ ସ୍ରେୟାସ ଏମ ପଟେଲ ଗୌଡା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଲୋକ ସଭା ର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଏ ଆଇ ସି ସି ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେ ଙ୍କ ନିର୍ଦ୍ଦେଶ କ୍ରମେ ଦଳ ପକ୍ଷରୁ 'ସଂଗଠନ ଶ୍ରୀଜନ ଅଭିଯାନ 'ମାଧ୍ୟମ ରେ ଦଳ ଜିଲ୍ଲା ସଭାପତି ଚୟନ କରିବ।
Read More News
T & CPrivacy PolicyContact Us