Download Now Banner

This browser does not support the video element.

ନୟାଗଡ: ପୁରୀ ସମୁଦ୍ର କୁଳ ବେଳା ଭୂମି ତଦାରଖ କଲେ ପୁରୀ ଏସପି ଏବଂ ଡିଆଇଜି

Nayagarh, Nayagarh | Sep 8, 2025
ପୁରୀ ଏସପି ଏବଂ ଡିଆଇଜି ଙ୍କ ପୁରୀ ବେଳା ଭୂମି ତାଦରଖ। ସୂଚନା ମୁତାବକ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ପୁରୀ ବେଳାଭୂମି ଯାଞ୍ଚ କରିଛନ୍ତି ପୁରୀ ଏସପି ଏବଂ ଡିଆଇଜି। ସୂଚନା ମୁତାବକ ପୁରୀ କୁ ବହୁ ସଂଖ୍ୟାରେ ଯାତ୍ରୀ ଆସୁଥିବାରୁ ପୁରୀ ସମୁଦ୍ର କୁଳରେ ଯାତ୍ରୀ ମାନଙ୍କ ର କିଭଳି ଭାବେ ଅସୁବିଧା ନ ହୁଏ ଏବଂ ସେମାନେ ସୁରକ୍ଷିତ ଭାବେ ସମୁଦ୍ର କୁ ଉପଭୋକ କରିପାରିବେ ସେ ସମ୍ପର୍କରେ ଆଲୋଚନା ସହ ତଦାରଖ କରିଥିଲେ।
Read More News
T & CPrivacy PolicyContact Us