Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ କାଦବରାଙ୍ଗ ଠାରେ ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲା ବସ

Bhadrak Rural, Bhadrak | Aug 22, 2025
ଭଦ୍ରକ ଆଗରପଡ଼ା ରାସ୍ତା ରେ ବଡ଼ ଦୁର୍ଘଟନା ଟଳି ଯାଇଛି । ଔପଦା ବଡ ସାହି ରୁ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହି ବସ ଟି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ କାଦବରାଙ୍ଗ ନିକଟ ରେ ରାସ୍ତା ପାର୍ଶ୍ବ କୁ ଢଳି ଯିବା ସହ ଓଲଟିବା ପୂର୍ବରୁ ଅଟକି ଯାଇଥିଲା । ଗାଡ଼ି ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ରାସ୍ତା କାମ ଓ ବର୍ଷା ଯୋଗୁଁ ଗାଡ଼ି ଟି ରାସ୍ତା ପାର୍ଶ୍ଵ କୁ ଯାଇ କାଦୁଅ ରେ ଚକା ଫସି ଯାଇଥିଲା । ଡ୍ରାଇଭର ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଗାଡ଼ି ଟି ଓଲଟିବା ରୁ ବର୍ତ୍ତି ଯାଇଥିବା ସୂଚନା ମିଳିଛି, ଏହି ଖବର ସକାଳ 8 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us